୪ କଂଗ୍ରେସ ସାଂସଦଙ୍କ ନିଲମ୍ବନ ପ୍ରତ୍ୟାହାର କଲେ ବାଚସ୍ପତି ଓମ ବିର୍ଲା

ନୂଆଦିଲ୍ଲୀ : ଲୋକସଭାରୁ ଜୁଲାଇ ୨୫ରେ କଂଗ୍ରେସର ୪ଜଣ ସାଂସଦଙ୍କୁ ନିଲମ୍ବିତ କରିଥିଲେ ବାଚସ୍ପତି ଓମ ବିର୍ଲା। ଗୃହରେ ହଟ୍ଟଗୋଳ କରୁଥିବାରୁ ୪ଜଣଙ୍କୁ ନିଲମ୍ବିତ କରାଯାଇଥିଲା। ହେଲେ ସୋମବାର ବାଚସ୍ପତି ଓମ ବିର୍ଲା ଚାରିଜଣ ସଦସ୍ୟଙ୍କ ନିଲମ୍ବନକୁ ପ୍ରତ୍ୟାହାର କରି ନେଇଛନ୍ତି। ତେବେ ଗୃହରେ ପୁନର୍ବାର ପ୍ଲାକାର୍ଡ ପ୍ରଦର୍ଶିତ ହେଲେ ସେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଓମ ବିର୍ଲା ଚେତାବନୀ ଦେଇଛନ୍ତି।ଜୁଲାଇ ୨୫ରେ କଂଗ୍ରେସ ସାଂସଦ ମଣିକମ … Continue reading ୪ କଂଗ୍ରେସ ସାଂସଦଙ୍କ ନିଲମ୍ବନ ପ୍ରତ୍ୟାହାର କଲେ ବାଚସ୍ପତି ଓମ ବିର୍ଲା